ପଲ୍ ଗଗାଁ - ୩

ଗଗାଁଙ୍କ ମନ ଭିତରେ ବିଷୁବ ମଣ୍ଡଳୀୟ ଅଞ୍ଚଳ ପ୍ରତି ଥିଲା ଭୀଷଣ ଆକର୍ଷଣ । ଫ୍ରାନ୍ସ ଭିତରେ ଏପଟ ସେପଟ ହେଉଥିଲେ ମଧ୍ୟ ସେ ସବୁବେଳେ ସୁଯୋଗର ଅପେକ୍ଷାରେ ଥିଲେ କେମିତି ସେ ବିଷୁବ ଅଞ୍ଚଳକୁ ଚାଲିଯାଆନ୍ତେ । ଘୋର ବଣ ଜଂଗଲ ଭିତରେ ଆଦିମ ମଣିଷଙ୍କ ସାଙ୍ଗରେ ଆଦିମ ହୋଇ ବଂଚନ୍ତେ ।


ଫଟୋ - ୱିକିମିଡିଆ କମନ୍ସ
ସେତେବେଳକୁ ବ୍ରିଟିନିରେ ପ୍ରଚଣ୍ଡ ଶୀତ ପଡ଼ିଥାଏ । ଗଗାଁ ଭାବିଲେ ପ୍ୟାରିସ୍ ଚାଲିଯିବେ । ହେଲେ ପ୍ୟାରିସ୍ ପ୍ରତି ତାଙ୍କର କେବେବି ଆକର୍ଷଣ ନଥିଲା । ସେତିକିବେଳେ ଭିନସେଣ୍ଟ୍ ଭ୍ୟାନଗୋଗଙ୍କ ପାଖରୁ ଚିଠିଟିଏ ପହଁଚିଲା । ଯେଉଁଥିରେ ଭ୍ୟାନଗୋଗ ଗଗାଁଙ୍କୁ ଆର୍ଲସ ଆସିବା ପାଇଁ ନିମନ୍ତ୍ରଣ କରିଥାନ୍ତି । ଭ୍ୟାନଗୋଗ ଦକ୍ଷିଣ ଫ୍ରାନ୍ସର ଆର୍ଲସ୍ ରେ ରହି ଛବି କରୁଥାନ୍ତି । ଗଗାଁ ଚଟାପଟ୍ ଆର୍ଲସ୍ ବାହାରିଗଲେ । ଗଗାଁ

"ପଲ୍ ଗଗାଁ - ୩" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ