
ସେତେବେଳକୁ ବ୍ରିଟିନିରେ ପ୍ରଚଣ୍ଡ ଶୀତ ପଡ଼ିଥାଏ । ଗଗାଁ ଭାବିଲେ ପ୍ୟାରିସ୍ ଚାଲିଯିବେ । ହେଲେ ପ୍ୟାରିସ୍ ପ୍ରତି ତାଙ୍କର କେବେବି ଆକର୍ଷଣ ନଥିଲା । ସେତିକିବେଳେ ଭିନସେଣ୍ଟ୍ ଭ୍ୟାନଗୋଗଙ୍କ ପାଖରୁ ଚିଠିଟିଏ ପହଁଚିଲା । ଯେଉଁଥିରେ ଭ୍ୟାନଗୋଗ ଗଗାଁଙ୍କୁ ଆର୍ଲସ ଆସିବା ପାଇଁ ନିମନ୍ତ୍ରଣ କରିଥାନ୍ତି । ଭ୍ୟାନଗୋଗ ଦକ୍ଷିଣ ଫ୍ରାନ୍ସର ଆର୍ଲସ୍ ରେ ରହି ଛବି କରୁଥାନ୍ତି । ଗଗାଁ ଚଟାପଟ୍ ଆର୍ଲସ୍ ବାହାରିଗଲେ । ଗଗାଁ
"ପଲ୍ ଗଗାଁ - ୩" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |