ପଲ୍ ଗଗାଁ - ୨

୧୮୮୬ରେ ଅଷ୍ଟମ ତଥା ଶେଷ ଇମ୍ପ୍ରେସନିଷ୍ଟ ପ୍ରଦର୍ଶନୀ ଆୟୋଜିତ ହୁଏ ଓ ଗଗାଁ ସେଥିରେ ଭାଗ ନିଅନ୍ତି । ଗଗାଁଙ୍କର ଗୋଟେ ବହୁତ ଦିନର ସ୍ୱପ୍ନ ଥିଲା ବ୍ରିଟିନି ବୁଲିଯିବା ପାଇଁ । ପ୍ରକୃତରେ ତାଙ୍କୁ ଶିଳ୍ପୀ ଜୋବେ-ଡୁଭାଲ୍ ପ୍ରବର୍ତ୍ତାଇଥା'ନ୍ତି ଥରେ ବ୍ରିଟିନିର ପଁ- ଆଭେଁ ଯାଇ ଦେଖିଆସ ।


ଫଟୋ - ୱିକିମିଡିଆ କମନ୍ସ
ଗଗାଁଙ୍କର ଖୁବ୍ ଗୋଟେ ଭରସା ଥାଏ ସେଠି ତାଙ୍କ ଛବି ପାଇଁ କିଛି ବି ଗୋଟେ ବାଟ ମିଳିଯିବ । କୋପେନହାଗନ୍ ର କିଛି ବନ୍ଧୁଙ୍କ ସହାୟତାରେ ପ୍ରଦର୍ଶନୀ ବି ଆୟୋଜନ କରାଗଲା । କିନ୍ତୁ ଦୁର୍ଭାଗ୍ୟ ତାଙ୍କ ପିଛା ଛାଡିବାକୁ ରାଜି ନଥାଏ । ପ୍ରଦର୍ଶନୀଟିରୁ କିଛି ସୁଫଳ ମିଳିଲାନି । ମାତ୍ର ପାଞ୍ଚ ଦିନରେ ପ୍ରଦର୍ଶନୀ ବନ୍ଦ ହୋଇଗଲା । ଗଗାଁଙ୍କ ହାତରେ ରୋଜଗାର ପାଇଁ ଆଉ

"ପଲ୍ ଗଗାଁ - ୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ