ପଲ୍ ଗଗାଁ - ୧

୧୮୭୯ରେ ଚତୁର୍ଥ ଇମ୍ପ୍ରେସନିଷ୍ଟ ପ୍ରଦର୍ଶନୀ ଆରମ୍ଭ ହେଲା । ଗଗାଁଙ୍କୁ ଜଣେ ଚିତ୍ରଶିଳ୍ପୀ ଭାବରେ ସେଥିରେ ଯୋଗ ଦେବାକୁ ଆମନ୍ତ୍ରଣ ମିଳିଲା । ତଥାପି ସେତେବେଳର ପ୍ରତିଷ୍ଠିତ ଚିତ୍ରଶିଳ୍ପୀମାନେ କୌଣସି କଳାବିଦ୍ୟାଳୟରେ ବିଧିବଦ୍ଧ କଳାଶିକ୍ଷା କରିନଥିବା ଗଗାଁଙ୍କୁ ତଳିଆ କରି ଦେଖୁଥା'ନ୍ତି ।


ଫଟୋ - ୱିକିମିଡିଆ କମନ୍ସ
ପଲ୍ ଗଗାଁଙ୍କୁ ଅନେକ ଜାଣନ୍ତି । ବିଶ୍ୱ କଳା ଇତିହାସରେ ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟା ଓ କଳାକୃତି ପାଇଁ ଭିନସେଣ୍ଟ ଭ୍ୟାନଗୋଗଙ୍କ ପରେ ସବୁଠାରୁ ଅଧିକ ଚର୍ଚ୍ଚିତ ଶିଳ୍ପୀ ହେଉଛନ୍ତି ପଲ୍ ଗଗାଁ । କଳାର ରାଜଧାନୀ ପ୍ୟାରିସ୍ । କଳାକାରଙ୍କ ପାଇଁ ସ୍ୱର୍ଗ ସେଇ ପ୍ୟାରିସ୍ । କଳା ଇତିହାସର ଅନେକ ରଂଗୀନ୍ ଫର୍ଦ୍ଦ ଲେଖାଯାଇଥିବା ନଗରୀ ପ୍ୟାରିସ୍ । ସେହି ସହରରେ ୧୮୪୮ ମସିହା ଜୁନ୍ ମାସ

"ପଲ୍ ଗଗାଁ - ୧" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ