ମେକିଂ ଅଫ୍ ‘ପଥେର ପାଁଞ୍ଚାଲୀ’ ଓ 'ପଥେର ପଦାବଳୀ'

‘ପଥେର ପାଁଞ୍ଚାଲୀ’ ତିଆରି କରିବା ସମୟରେ ସତ୍ୟଜିତ ସାମ୍ନା କରିଥିବା ଅନେକ କିଛି ଅଭାବ ଅସୁବିଧାକୁ ଏଥିରେ ଚିତ୍ରିତ କରାଯାଇଛି । ‘ପଥେର ପାଁଞ୍ଚାଲୀ’ ଚଳଚ୍ଚିତ୍ରର କିଛି ଦୃଶ୍ୟକୁ ପୁଣିଥରେ ଏଇଠି ଦୃଶ୍ୟାୟନ କରାଯାଇଛି ।


ଫଟୋ - ୱିକିମିଡିଆ
ସତ୍ୟଜିତ ରାୟ ୧୯୫୫ ମସିହାରେ ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସକୁ ନେଇ ବଙ୍ଗଳା ଭାଷାରେ ‘ପଥେର ପାଁଞ୍ଚାଲୀ’ ନାମରେ ଗୋଟେ ସିନେମା ତିଆରି କରିଥିଲେ । ସିନେମା ନିର୍ମାଣର କୌଣସି ବିଧିବଦ୍ଧ ତାଲିମ ନେଇନଥିବା ସତ୍ୟଜିତଙ୍କ ‘ପଥେର ପାଁଞ୍ଚାଲୀ’ ସିନେମା ଭାରତୀୟ ସିନେମାକୁ ବିଶ୍ୱଦରବାରରେ ପରିଚୟ ଦେଇଥିଲା । ଦେଶ ଓ ବିଦେଶ ମିଶେଇ ‘ପଥେର ପାଁଞ୍ଚାଲୀ’ ସମୁଦାୟ ଅଠରଟି ପୁରସ୍କାର ପାଇଥିଲା । ସତ୍ୟଜିତଙ୍କୁ ବିଶ୍ୱ ସିନେମାକୁ ତାଙ୍କ ଜୀବନବ୍ୟାପୀ

"ମେକିଂ ଅଫ୍ ‘ପଥେର ପାଁଞ୍ଚାଲୀ’ ଓ 'ପଥେର ପଦାବଳୀ'" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ