ଜୋସେଫ୍

କଥାବସ୍ତୁ ଅନୁସାରେ ସ୍ଥାନ ହେଉଛି ଡେରାଡୁନ୍ ଠାରୁ କିଛି ଦୂରରେ ଥିବା ଏକ ପାହାଡ଼ ଘେରା ସ୍ଥାନ । ଭାଷା ହିନ୍ଦୀ । କିନ୍ତୁ ସିନେମାଟି ଓଡ଼ିଆ ଗାଳ୍ପିକ ଉମାକାନ୍ତ ମହାପାତ୍ରଙ୍କର କ୍ଷୁଦ୍ରଗଳ୍ପକୁ ନେଇ ନିର୍ମାଣ କରାଯାଇଛି । ଓଡ଼ିଆ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି ।


ଫଟୋ - ଯୋଶେଫ ପୋଷ୍ଟର
ଜୋସେଫ୍ କିଏ ? ଜୋସେଫ୍ ବିଷୟରେ ଆମେ କାହିଁକି କଥା ହେବା ? ଜୋସେଫ୍ ଜଣେ ଚବିଶ ପଚିଶ ବର୍ଷର ଯୁବକ । ଚର୍ଚ୍ଚ ର ଫାଦରଙ୍କ ହେପାଜତରେ ବଢିଛି ।  ପିଲାଦିନରୁ ଅନାଥ ସେ I ନିଜକୁ ବାର ବାର ଖୋଜେ । ନିଜର ଚେରକୁ ବି ଖୋଜେ । ଫାଦରଙ୍କ କେୟାର ଟେକରକୁ ସେଇ ସାନବେଳୁ ପଚାରେ ତା' ମା' ତାକୁ କେଉଁଠି ଛାଡି ଯାଇଥିଲା ଓ

"ଜୋସେଫ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ