ମିଛ ଇତିହାସ

୧୯୫୭ରେ ଏଲିସ୍ ବୋନର୍ ଓ ରଥଶର୍ମାଙ୍କର ପ୍ରଥମ ସାକ୍ଷାତ ହେଇଛି । ଏଲିସ୍ ଏଲୋରା ଗୁମ୍ଫା ବୁଲିଲା ପରେ ଧାରଣା କରିଥିଲେ ଯେ ସେଠାର ମୂର୍ତ୍ତି ସବୁ ଏକ ନିର୍ଦ୍ଦିଷ୍ଟ ପଞ୍ଜରକୁ ନେଇ ଗଠିତ । ସେ ବିଶ୍ୱାସ କରୁଥିଲେ, ଭାରତୀୟ ମହାନ ଧର୍ମୀୟ କଳା ପଛରେ ଏକ ପ୍ରତୀକାତ୍ମକ ଅର୍ଥ ନିହିତ ଅଛି ।


ଫଟୋ - ରମାକାନ୍ତ ସାମନ୍ତରାୟ
ବ୍ୟକ୍ତିଗତ ଆଲୋଚନାବେଳେ ଏହି ପୋଥି ବିଷୟରେ ପାଠୀ ସାର୍ ମୋତେ କେତେ ଥର କହିଛନ୍ତି । ପୋଥିଟିକୁ ଦେଖିବାର ସୁଯୋଗ କିନ୍ତୁ ଆସିନଥିଲା । ପୋଥିଟି ଓଡ଼ିଶାରୁ ସଂଗୃହିତ ହେଇଥିଲା । ସଂଗ୍ରହ କରିଥିଲେ ପ୍ରଖ୍ୟାତ ସୁଇସ୍ ବିଦୁଷୀ କଳା ଐତିହାସିକ ଏଲିସ୍ ବୋନର୍ । ଓ ପୋଥିଟିକୁ ତାଙ୍କୁ ଯୋଗେଇଥିଲେ ପୁରୀର ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା । ପୋଥିଟି ବନାରସର ଏଲିସ୍ ବୋନର୍ ଫାଉଣ୍ଡେସନ୍ ରେ ଅଛି

"ମିଛ ଇତିହାସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ