
ବ୍ୟକ୍ତିଗତ ଆଲୋଚନାବେଳେ ଏହି ପୋଥି ବିଷୟରେ ପାଠୀ ସାର୍ ମୋତେ କେତେ ଥର କହିଛନ୍ତି । ପୋଥିଟିକୁ ଦେଖିବାର ସୁଯୋଗ କିନ୍ତୁ ଆସିନଥିଲା । ପୋଥିଟି ଓଡ଼ିଶାରୁ ସଂଗୃହିତ ହେଇଥିଲା । ସଂଗ୍ରହ କରିଥିଲେ ପ୍ରଖ୍ୟାତ ସୁଇସ୍ ବିଦୁଷୀ କଳା ଐତିହାସିକ ଏଲିସ୍ ବୋନର୍ । ଓ ପୋଥିଟିକୁ ତାଙ୍କୁ ଯୋଗେଇଥିଲେ ପୁରୀର ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା । ପୋଥିଟି ବନାରସର ଏଲିସ୍ ବୋନର୍ ଫାଉଣ୍ଡେସନ୍ ରେ ଅଛି
"ମିଛ ଇତିହାସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |