ଦେମିଏନ୍ ହର୍ଷ୍ଟ - ୨

୧୯୯୮ରେ ଦେମିଏନଙ୍କ ଆତ୍ମଜୀବନୀମୂଳକ ବହି ପ୍ରକାଶ ପାଏ  । ବହିଟିର ନାମ ଦେମିଏନ୍ ତାଙ୍କର କଳାକୃତିମାନଙ୍କ ନାମ ପରି ବେଶ୍ ଲମ୍ବା । ବହିଟିର ନାମ ହେଲା “ଆଇ ୱାଣ୍ଟ ଟୁ ସ୍ପେଣ୍ଡ ଦ ରେଷ୍ଟ ଅଫ୍ ମାଇଁ ଲାଇଫ୍ ଏଭ୍ରିହୋୟାର, ଉଇଥ୍ ଏଭ୍ରିୱାନ୍, ୱାନ୍ ଟୁ ୱାନ୍, ଅଲୱେଜ୍, ଫରେଭର୍, ନାଓଁ” ।


ଫଟୋ - ୱିକିମିଡିଆ
ଦେମିଏନ୍ ଙ୍କ କଳାକୃତିକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ଏକରେ ପେଣ୍ଟିଂ, ଦୁଇରେ କ୍ୟାବିନେଟ୍ ସ୍କଲ୍ପଚର୍, ତିନିରେ ଗ୍ଲାସ୍ ଟ୍ୟାଙ୍କ୍ । ତାଙ୍କର ପେଣ୍ଟିଂ ମଧ୍ୟ ଦୁଇଭାଗରେ ବିଭକ୍ତ । ସ୍ପିନ୍ ପେଣ୍ଟିଂ ଓ ସ୍ପଟ୍ ପେଣ୍ଟିଂ । କ୍ୟାବିନେଟ୍ ସିରିଜ୍ ରେ ଦେମିଏନ୍ ମେଡିକାଲ୍ ଅପରେସନରେ ବ୍ୟବହୃତ ଅନେକ ପ୍ରକାର ଯନ୍ତ୍ରପାତି ଓ ବିଭିନ୍ନ ଔଷଧକୁ ସଜାଇ ରଖିଥିଲେ । ଟ୍ୟାଙ୍କ୍ ସିରିଜ୍ ରେ କାଚବାକ୍ସ ଭିତରେ ସାର୍କ,

"ଦେମିଏନ୍ ହର୍ଷ୍ଟ - ୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ