ଆଣ୍ଡି ଓ୍ୱାରହଲ୍ - ୧

ଆଣ୍ଡିଙ୍କର ବିଖ୍ୟାତ ଲୋକମାନଙ୍କ ପ୍ରତି ଭୀଷଣ ଦୁର୍ବଳତା ଥିଲା । ତେଣୁ ସେ କେବଳ ବିଖ୍ୟାତ ଲୋକଙ୍କର ହିଁ ଛବି ଆଙ୍କିଛନ୍ତି । ଏଲ୍‌ଭିସ୍ ପ୍ରେସ୍‌ଲି, ମାରିଲିନ୍ ମନ୍‌ରୋ, ମାଓ ସେ ତୁଙ୍ଗ ସେଥିରୁ ଅନ୍ୟତମ । ଆଣ୍ଡିଙ୍କର ବିଶ୍ୱାସ ଥିଲା ଗୋଟିଏ ଛବି ଜଣକ ପାଖରେ ନରହି ଅନେକଙ୍କ ପାଖରେ ରହୁ ।


ଫଟୋ: ୱିକିମିଡିଆ
୧୯୮୭ ଫେବୃୟାରୀ ୨୨ରେ ଆଣ୍ଡି ଓ୍ୱାରହଲ୍ ୫୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲାବେଳକୁ ଏତେ ବିଖ୍ୟାତ ହୋଇସାରିଥିଲେ ଯେ ତାଙ୍କ ମୃତ୍ଯୁ କେବଳ ଆମେରିକା ନୁହେଁ କି ୟୁରୋପ ନୁହେଁ ସମଗ୍ର ବିଶ୍ୱର ଖବର ସଂସ୍ଥାମାନଙ୍କ ପାଇଁ ସେଦିନର ବିଶେଷ ଗୁରୁତ୍ୱପୂର୍ଣ୍ଣ ଖବର ଥିଲା । ଆଣ୍ଡି ଓ୍ୱାରହଲ୍ ଥିଲେ ସମଗ୍ର ଆମେରିକୀୟ ଯୁବପିଢ଼ିର ପ୍ରତିନିଧି । ସେ କେବଳ ଜଣେ କଳାକାର ନଥିଲେ, ଥିଲେ ତା’ଠାରୁ ଆହୁରି

"ଆଣ୍ଡି ଓ୍ୱାରହଲ୍ - ୧" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ