ଆଣ୍ଡି ଓ୍ୱାରହଲ୍ - ୪

ଆଣ୍ଡି ୱାରହଲ୍ ଙ୍କ ସମଗ୍ର ଜୀବନକୁ ଅତି ପାଖରୁ ନିରିଖେଇ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଦିଶେ । କଥାଟି ହେଲା ଆଣ୍ଡି ସାରାଜୀବନ କିଛିନା କିଛି ତିଆରି କରିଛନ୍ତି ଓ ସେସବୁକୁ ବଜାରକୁ ପଠାଇ ବେପାର କରିଛନ୍ତି, ପଇସା ପାଇଛନ୍ତି, ନାଁ କରିଛନ୍ତି ।


ଫଟୋ - ୱିକିମିଡିଆ କମନ୍ସ
୧୯୫୦ ପ୍ରାରମ୍ଭରୁ ହିଁ ଆଣ୍ଡି ବହି ଛପାଛପି ଆରମ୍ଭ କରିଦେଇଥିଲେ । ପ୍ରଥମେ ସେ ନିଜର କିଛି ପେଣ୍ଟିଂ ଥିବା ଅନେକଗୁଡିଏ ପୋର୍ଟଫାେଲିଓ ତିଆରି କରିଥିଲେ । 25 Cats Name Sam and One Blue Pussy ନାମକ ଏକ ବନ୍ଧେଇ ବହି ସେ ପ୍ରକାଶ କରିଥିଲେ । ବହିଟି ଆର୍ଚିସ୍ କାଗଜରେ ଛପାଯାଇଥିଲା । ସମୁଦାୟ ୧୯୦ଟି ବହି ପ୍ରସ୍ତୁତ କରାଯାଇଥିଲା । ବହିଗୁଡିକୁ ଆଣ୍ଡି ପ୍ରାୟତଃ

"ଆଣ୍ଡି ଓ୍ୱାରହଲ୍ - ୪" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ