ଆଣ୍ଡି ଓ୍ୱାରହଲ୍ - ୩

୧୯୬୬ରେ ନିର୍ମିତ ‘ଚେଲସି ଗାର୍ଲସ୍’ ଆଣ୍ଡିଙ୍କର ସବୁଠାରୁ ଲୋକପ୍ରିୟ ଓ ଆଲୋଚିତ ଚଳଚ୍ଚିତ୍ର । ବେଶ୍ ମୈାଳିକ ଚିନ୍ତାଧାରାର ଏହି ଚଳଚ୍ଚିତ୍ରଟିରେ ଦୁଇଟି ୧୬ ଏମ୍.ଏମ୍. ଅଲଗା ଅଲଗା ଚଳଚ୍ଚିତ୍ରକୁ ଏକାବେଳକରେ ଗୋଟିଏ ପରଦା ଉପରେ ପ୍ରଦର୍ଶନ କରାଯାଇଥିଲା ।


ଫଟୋ - ୱିକି ମିଡିଆ କମନ୍ସ
ଆଣ୍ଡି ବିଧିବଦ୍ଧ ଭାବରେ ଚଳଚ୍ଚିତ୍ର ନିର୍ମାଣର କଳା କୌଶଳ ଶିକ୍ଷା କରିନଥିଲେ କିମ୍ବା ଚଳଚ୍ଚିତ୍ରର ପ୍ରଚଳିତ ଧାରାର ନୀତି ନିୟମ ମାନି ଚଳଚ୍ଚିତ୍ର ଆଦୌ ନିର୍ମାଣ କରିନଥିଲେ । କିନ୍ତୁ ତାଙ୍କୁ ଆଜି ବିଶ୍ୱର ହାତଗଣତି କେତେଜଣ ମାନ୍ୟଗଣ୍ୟ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଜଣେ ଭାବରେ ଗଣାଯାଉଛି । ଆଣ୍ଡିଙ୍କର ଚଳଚ୍ଚିତ୍ର ଜଗତରେ ପ୍ରବେଶ ପଛରେ ବି ଗୋଟେ କାରଣ ରହିଛି । ସେ ୧୯୮୫-୮୬ବେଳକୁ ରକ୍ ଗ୍ରୁପ୍ ଭେଲଭେଟ୍

"ଆଣ୍ଡି ଓ୍ୱାରହଲ୍ - ୩" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ