ଆଣ୍ଡି ଆଗରୁ ଅବଶ୍ୟ ନିଜ ହାତରେ ନିଜର ଛବି ସବୁକୁ ଆଙ୍କୁଥିଲେ । କିନ୍ତୁ କାମଟି ଧୀରେ ଧୀରେ ତାଙ୍କର ପସନ୍ଦ ହେଲାନି, ତାପରେ ପରିଶ୍ରମ କରିବାକୁ ତାଙ୍କର ଇଚ୍ଛା ନଥିଲା । ତେଣୁ ୧୯୬୨ବେଳକୁ ସେ ସିଲ୍କ ସ୍କ୍ରିନ୍ ଦ୍ୱାରା ଛବି କରିବା ଆରମ୍ଭ କଲେ । ଅବଶ୍ୟ ବିଖ୍ୟାତ ଚିତ୍ରଶିଳ୍ପୀ ମାର୍ସଲ୍ ଦୁସୋଁ ସେତେବେଳକୁ କହିସାରିଲେଣି ଚିତ୍ର ସବୁ ନିହାତି ହାତରେ ଅଙ୍କାଯିବା ଜରୁରୀ ନୁହେଁ ।
"ଆଣ୍ଡି ଓ୍ୱାରହଲ୍ - ୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |