ଆଣ୍ଡି ଓ୍ୱାରହଲ୍ - ୨

ଆଣ୍ଡିଙ୍କର ହଲିଉଡ୍ ପ୍ରତି ଭୀଷଣ ଦୁର୍ବଳତା ଥିଲା । ଥରେ ସେ କହିଥିଲେ, “ମୁଁ ଲସ୍ ଏଞ୍ଜଲସକୁ ଭଲପାଏ, ହଲିଉଡ୍କୁ ଭଲପାଏ । ସତରେ ସେ ସବୁ ଜାଗା ସୁନ୍ଦର । କାରଣ ସେଠି ସବୁକିଛି ପ୍ଲାଷ୍ଟିକ୍, କିନ୍ତୁ ମୁଁ ପ୍ଲାଷ୍ଟିକ୍ କୁ ଭଲପାଏ ଓ ମୁଁ ପ୍ଲାଷ୍ଟିକ୍ ହେବାକୁ ଚାହେଁ ।”


ଫଟୋ - ୱିକି ମିଡିଆ କମନ୍ସ
ଆଣ୍ଡି ଆଗରୁ ଅବଶ୍ୟ ନିଜ ହାତରେ ନିଜର ଛବି ସବୁକୁ ଆଙ୍କୁଥିଲେ । କିନ୍ତୁ କାମଟି ଧୀରେ ଧୀରେ ତାଙ୍କର ପସନ୍ଦ ହେଲାନି, ତାପରେ ପରିଶ୍ରମ କରିବାକୁ ତାଙ୍କର ଇଚ୍ଛା ନଥିଲା । ତେଣୁ ୧୯୬୨ବେଳକୁ ସେ ସିଲ୍କ ସ୍କ୍ରିନ୍ ଦ୍ୱାରା ଛବି କରିବା ଆରମ୍ଭ କଲେ । ଅବଶ୍ୟ ବିଖ୍ୟାତ ଚିତ୍ରଶିଳ୍ପୀ ମାର୍ସଲ୍ ଦୁସୋଁ ସେତେବେଳକୁ କହିସାରିଲେଣି ଚିତ୍ର ସବୁ ନିହାତି ହାତରେ ଅଙ୍କାଯିବା ଜରୁରୀ ନୁହେଁ ।

"ଆଣ୍ଡି ଓ୍ୱାରହଲ୍ - ୨" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ