
ଏଇ ତ
ଭୁଜବଂଧରେ ଥାଇ ମୋର
ଦୃଷ୍ଟି ଉଡ଼ାଇ ନଉଛ ଥରେ ଥରେ
ଦୂର ଦିଗଂତ - ପଥକୁ !
ପ୍ରିୟତମା,
ଅଳ୍ପାୟୁଷ ଧୃତି ମୋର,
କଂଟ ସରିଯାଉ,
ନିଜକୁ ବିସର୍ଜିଦେବ
ଘୋର ପାରାପାରକୁ ।
ମହାତୃଷ୍ଣାର ଜଳାଂଜଳିରୁ ଉଠି ଆସିଥିଲ ତୁମେ
ବିବସନା,
ଦୃଷ୍ଟିରେ ପୋଛିଲି ତୁମ ସର୍ବାଂଗର ପଂକଲେପ,
ବ୍ରୀଡ଼ା
"ଭୁଜବଂଧରେ ଥାଇ ମୋର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |