
ବିଦ୍ରୋହ ତୋ' ପାଇଁ ନୁହେଁ ।
ଯଦି କହିବୁ ତୋର ପଂଜୁରି ନିର୍ମିତ ହେବ ଅଷ୍ଟରତ୍ନରେ ।
ଯଦି ଚାହିଁବୁ, ତତେ ଚଷକ ଚଷକ ସୁରା ଦିଆଯିବ
ମଧୁରତମ ଦ୍ରାକ୍ଷାବନର,
ଯଦି ଚାହିଁବୁ...
ତୁ ବରଂ ବୀଜ ଭିତରର ସୁରକ୍ଷାରେ ଲୁଚିଥା
ଖାଂଡବ ବନ ପରି,
ବାହାରି ଆସିଲେ ଦହନ !
ତୋର ପେଶୀଦୃଢ଼ ତୈଳାକ୍ତ ଶରୀରର
"ପଂଜୁରି ଭିତରେ ବିଦ୍ରୋହ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |