
ତୁମ ପାଇଁ ଘଟ ଗଢ଼ୁ ଗଢ଼ୁ, ଆହା, ସରିଯାଏ,
ଜୀବନ ବିତିଯାଏ ।
ସବୁ କିଛି ଓଦା ମାଟି ଚାକୁଳେଇ ନିଏ ।
ଦେହର ଆଭାସ ଟିକିଏ ନ ଥିଲେ
ଖୋଜିବାର ଚେଷ୍ଟା କରିବି କିପରି
ଶୁଦ୍ଧତମ ନଗ୍ନତା ?
ସମୁଦ୍ର ଲହଡ଼ି ଆଉ ଜହ୍ନର ତଳକୁ
ଲଂବି ଆସୁଥିବା ହାତ ଛୁଇଁ ହେବାର
ମୁହୂର୍ତ୍ତକୁ ଉଲ୍ଲାସକୁ ଉଚ୍ଛ୍ଵାସକୁ
"ଘଟ ନିର୍ମାଣ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |