
ଖରାଦିନ ଆସିଗଲା, ଏଣିକି
ସାଧିବାକୁ ହେବ
ମଧ୍ୟାହ୍ନ - ସୂର୍ଯ୍ୟର ହଜାର ଆଖିରୁ
ବୁଂଦା ବୁଂଦା ଜ୍ୟୋତ୍ସ୍ନା ଝରାଇବାର ମଂତ୍ର...
ଏଥର ଭୋଗିବାକୁ ପଡ଼ିବ ପ୍ରବଳ
କଷଣ ଆଉ ମହାସୁହ,
କୁଂଜର ମଳୟ ମରୁର ଝାଂଜି
ମେରୁର ବରଫ - ବତାସ ଏବେ
ଗୋଳିଆମିଶା ହେବେ କୋରଡ଼ ଭିତରେ...
ପକ୍ଷୀର ଦୃଷ୍ଟିରେ ଦିଶୁଛି
ଦେହ ଆଁ
"ଖରାଦିନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |