
ପିଲାଦିନକୁ ଫେରିଯାଇ
ଦିହେଁ ଯଦି ଖେଳି ପାରଂତେ
ଅବିରାମ
ଦୋଳି ଲୁଚକାଳି...
ଭୁଂଜଂତେ ଗୋଡ଼ିବାଲିର ଅନ୍ନ ତିଅଣ
ପାଣି ସୁଅରେ ଛାଡ଼ି ଦିଅଂତେ
କାଗଜର ତରୀ...
ଗଢ଼ଂତେ ଭାଂଗଂତେ
ପୁଣି ଗଢ଼ିବାରେ ମାତି ଯାଂତେ ଦିହେଁ
ଲକ୍ଷଲକ୍ଷ ବାଲିଘର ଖାଲି...
ନାଚି ନାଚି ମାଡ଼ି ଆସଂତେ
ନାଚି ନାଚି ଲେଉଟି ଯାଂତେ
ମଧୁର
"ପିଲାଦିନକୁ ଫେରିଯାଇ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |