
ତୁ ଏମିତି ଅଣିଆଇ ଶୋଇଛୁ ଯେ
ଲାଗେ, ଜମା ଗାମିନୀ ତୁ ନୋହୁ ।
ଉଠ୍, ଯିବା, ଚାଲ୍
କେଜାଣି କେତେ ଦୂର
ଛେଲିର୍ଶିଂଗା ଡେଇଁଗଲେ ନିର୍ଗଛ କାଂତାର
ନା ଗାଆଁ ନା ଘର ।
ଆକାଶ ଏପରି ଡାଳ ଯା'ର ପାତଳ ପତ୍ରମାଳ
ରୋକି ପାରେନା ଦାଉ କିରଣର ।
ଆଶ୍ରୟରେ ତାର
ବିତି ପାରିବ
"ଗାମିନୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |