ନଗ୍ନିକା

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ଫଟୋ - କେଦାର ମିଶ୍ର
ତମର ଭାସ୍କର ସଂଗେ ମୋର ଚିହ୍ନା ଅଛି, ପାଷାଣୀ ! ସବୁଠୁ ସହଜ ଆଉ ସବୁଠୁ କଠିନ: ମୂର୍ତ୍ତି ସହିତ ଘର କରିବା, ଦୃଷ୍ଟି ଭିନେ ଭିନେ । କାହୁଁ କେଜାଣି ଏଇ କୁଳୁକୁଳୁ କିରଣର ଝରଣା କଅଁଳ କରି ଛୁଇଁଚି ତମର ପାଦନଖ ତମର ନିତଂବ ତମର ନାଭି ତମର ଗ୍ରୀବା ତମର କେଶ... ଦେଖ,

"ନଗ୍ନିକା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ