
ଇଂଦ୍ରଧନୁ ରଂଗର ଊର୍ଣା ଫିକା ନୀଳ କୁହୁଡ଼ି ଭିତରେ
ସୃଜି ଲିଭାଇ ପୁଣି ଜୀଆଁଇ ଜୀଆଁଇ ଗାଉଥିବା
ଅମାନୁଷୀ
ଫାଳେ ଦେହରେ ଶ୍ଵେତା, ଆର ଫାଳକରେ
କୃଷ୍ଣା
କଂଠନଳୀରେ ମଂଦାରିତା
ପ୍ରଖରା ଅଥଚ ଝାପସା ।
ଏକ ଗୈରିକ ରଂଗର ବିଜୁଳିଫାଟ ପରି
ଛାଟି ହୁଏ ମୁଁ
କୃଷ୍ଣ ଆଉ ଶ୍ଵେତ, ନୀଳ ଆଉ ଲୋହିତ ଇଂଦ୍ରଧନୁର
"ଗାୟିକା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |