
ପକ୍ଷୀ ପାଲଟି ଅଂତରୀକ୍ଷରୁ
ଓହ୍ଲାଇଥାଂତି ତୁମଠି
ନଗି ପାଲଟି ଓଟାରି ଆଣିଥାଂତି ମାଟିକୁ
ଗୁଂଡୁଚି ପରି ଡେଇଁ ଡେଇଁକା ହୁଏତ
ଚଢ଼ି ଯାଇ ପାରିଥାଂତି ତୀଖକୁ ।
ଗତି-ମତି-ଭ୍ରାଂତ ଏକ ଯତି ପରି ଠିଆ ହୋଇଛି
ମହାଦାରୁ ପାଖରେ ଯେମିତି
ସଜଉକୁଟା ବାଳୁତ ଚାରା
ଅନାଇ ରହିଚି ବିସ୍ମୟର ଉଚ୍ଚତମ ବିଂଦୁକୁ ।
ତପସ୍ୟା କୁଆଡ଼େ ଲାଗି
"ଡ୍ରଇଂରୁମର ଗାମଲାରେ ଦୁଇଟି ବନସାଇ-ଗଛ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |