
ଏ ଜୀବନକାଳଟା ତ
ବିତିଗଲା ଏମିତି ଭାବରେ
ଥିରି ଖଂଡିଚାଲି ମୋର
ତମେ ତେଣେ ମୋକ୍ଷର ଦୁଆରେ
ଫେରି ଚାହଁନା ସୁଦୂରା ଅପରା
ମହାସ୍ଵକୀୟା
ଏଇ ତମର ଅଂତିମ
ଅଭିଗମନର ସ୍ଥିତି
ମୋର ପ୍ରାପ୍ତି ଓ ନିୟତି
ଯେତେ ପୂର୍ବ ଇହ ପର ଜନ୍ମ ସବୁ
ସବୁ କିଛି ମିଶିଯାଉଛି
ଦ୍ରବଣ ଓ ବାଷ୍ପ
"ମହାସ୍ଵକୀୟା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |