
ପ୍ରତିଥର ମୁଁ ନକ୍ କରେ ଭୁଲ ଦରଜାରେ
ଖୋଜେ ଜଣକୁ,
ଭେଟେ ଅନ୍ୟ କାହାକୁ ।
ବାବନାଭୂତ ପରି ମୁଁ ଗାଁ ଗାଁ ନଗର ନଗର
ସାହି ସାହି ଗଳି ଗଳିରେ,
କବାଟ ଫାଂକରେ ଉଂକି ମାରେ,
ପ୍ରତିଥର ନୂଆ ନୂଆ ମୁହଁ
ନକ୍ କଲେ ଦରଜା ଖୋଲିଲେ ।
ପ୍ରତି ଥର ନୂଆ ମୁହଁ,
ଦ୍ଵିତୀୟ
"ପ୍ରତିଥର ନୂଆ ମୁହଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |