
ଉପରୁ ଥାଇ
ଦେଖୁଥିଲି ମୁଁ
ଅଦୃଶ୍ୟ ରହି
ବହୁତ ଉପରୁ
ଅସଂଖ୍ୟ ମରୁକ୍ଷେତ୍ରରେ ଭରପୂର ଏକ ମହାପୃଥିବୀ
ପ୍ରତ୍ୟେକ କ୍ଷେତ୍ରରେ
ଦୁଇ ଦୁଇଜଣ
ପ୍ରତିସ୍ପର୍ଧୀ
ମଧ୍ୟସୂର୍ଯ୍ଯର ସମୟ
ପିସ୍ତଲ୍ ସଜାଡ଼ି
ପରସ୍ପରକୁ ପଛ କରି
ମାପି ମାପି
ଯେତିକି ପାହୁଂଡ ଯିବା କଥା
ଗଲେ
ଏକାବେଳକେ ଲେଉଟି ପଡ଼ି ଟ୍ରିଗାର୍ ଟିପିଲେ ଦିହେଁ
କେହି
"ଦ୍ଵଂଦ୍ଵ ତିଳୋତ୍ତମା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |