ଏବେ ଅନ୍ଧାର ଅମଳର ସମୟ, କେଦାର ମିଶ୍ରଙ୍କ - ଏ ନୁହେଁ ମୋର ଦେଶ

କବି କେଦାର ମିଶ୍ରଙ୍କ କବିତା ସଂକଳନ "ଏ ନୁହେଁ ମୋର ଦେଶ" କୁ ନେଇ ପ୍ରଖ୍ୟାତ ଇଂରାଜୀ କବି ଓ ଆଲୋଚକ ରବୀନ୍ଦ୍ର କୁମାର ସ୍ଵାଇଁଙ୍କର ଏକ ସମୀକ୍ଷା ।


ପ୍ରକାଶକ: ବ୍ଲାକ ଇଗଲ ବୁକ୍ସ, ଡବଲିନ୍, ଆମେରିକା
ମୂଲ୍ୟ: ୧୫୦ ଟଙ୍କା, ପୃଷ୍ଠା: ୧୦୪

କେଦାର ମିଶ୍ରଙ୍କର "ଏ ନୁହେଁ ମୋର ଦେଶ" କବିତା ସଙ୍କଳନଟି ବ୍ଲାକ୍ ଇଗଲ୍ ବୁକସ୍ ପ୍ରକାଶନ, ଆମେରିକା ଦ୍ୱାରା ପ୍ରକାଶିତ ।

ଯେଉଁ ସମସାମୟିକ ଓଡ଼ିଆ କବିମାନେ ବୟସର ଉତ୍ତର ଚାଳିଶି ବା ପଚାଶ ଦଶକର ପ୍ରାରମ୍ଭରେ କବିତା ଜଗତରେ ମଜବୁତ ହୋଇ ଠିଆ ହୋଇଛନ୍ତି, ସେମାନଙ୍କ ବିଷୟରେ ଏବେ କଥାହେବାର ସମୟ ଆସିଛି । ରମାକାନ୍ତ ରଥଙ୍କ ପରି ବରିଷ୍ଠ କବିମାନଙ୍କର ସମୟ ଏବେ

"ଏବେ ଅନ୍ଧାର ଅମଳର ସମୟ, କେଦାର ମିଶ୍ରଙ୍କ - ଏ ନୁହେଁ ମୋର ଦେଶ " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ