ଜୟନ୍ତ ସାର

ରବୀନ୍ଦ୍ର କୁମାର ସ୍ଵାଇଁ ଓ କବି ଜୟନ୍ତ ମହାପାତ୍ରଙ୍କ ସମ୍ପର୍କ ୪୧ ବର୍ଷର । ସେ ଚାରି ଦଶକ ଧରି କବିଙ୍କର ସହଯୋଗୀ ଓ ସହକବି । "ଚନ୍ଦ୍ରଭାଗା" ପତ୍ରିକା ପ୍ରକାଶନରେ ଉଭୟଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଜି ଜୟନ୍ତ ସାରଙ୍କ ୯୪ତମ ଜନ୍ମଦିବସରେ ତାଙ୍କ ସହ ପ୍ରଥମ ଦେଖାର ସ୍ମୃତି ।


ଫଟୋ - କେଦାର ମିଶ୍ର
ସାଲେପୁର କଲେଜରୁ ଆଇ.ଏ. ପଢିବା ପରେ ବିଜେବି କଲେଜରେ ଇଂରାଜୀ ଅନର୍ସ ପଢିବା ଆରମ୍ଭ ସହିତ ମୋର ଦେଶ ଓ ବିଦେଶରୁ ସାହିତ୍ୟ ସହିତ ପରିଚୟ ଆରମ୍ଭ ହୁଏ । ସେଇଠି ହିଁ ମୁଁ କମ୍ୟୁ, କାଫକା ଓ ସାର୍ତ୍ତ ପଢ଼ିଲି, ସେମାନଙ୍କ ସାହିତ୍ୟକୁ ମୁଁ କଣ ବୁଝିଥିବି ଅଲଗା କଥା । ଆଜିବି ମୁଁ ଯାହା ପଢୁଛି ସେଥିରୁ ମୁଁ କଣ ବୁଝୁଛି ତାହା ଅନିଶ୍ଚିତ ।

"ଜୟନ୍ତ ସାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ