ସରଳ ଓ ଛୋଟ ଛୋଟ କଥାର କବିତା; ସମୁଦ୍ରେ ଶୋଷ

ଡାକ୍ତର ପ୍ରତ୍ୟୁଷ ମିଶ୍ରଙ୍କ ପ୍ରଥମ କବିତା ସଂକଳନ "ସମୁଦ୍ରେ ଶୋଷ"ର ସମୀକ୍ଷା ।


ବହି, ପେନ ଇନ ବୁକ୍ସ ଯୁବ ଲେଖକ, ୨୦୧୮ ପୁରସ୍କାର ପ୍ରାପ୍ତ କବିତା ବହି "ସମୁଦ୍ରେ ଶୋଷ" । ଚଉତିରିଶିଟି କବିତା, ପଂଚାନବେ ପୃଷ୍ଠା ର ବହି । କବି ଡାକ୍ତର ପ୍ରତ୍ୟୁଷ ମିଶ୍ର, ଘର ଭୁବନେଶ୍ୱର, ପେଶାରେ ଡାକ୍ତର ହେଲେ ନିଶାରେ ସାହିତ୍ୟିକ । ଖୁବ ସରଳ ଓ ଛୋଟ ଛୋଟ କଥା ସେ କହିବାକୁ ପସନ୍ଦ କରନ୍ତି । କହିବାର ଢଙ୍ଗ ଏକଦମ ସାଧାରଣ ଓ ନିଜସ୍ୱ । ତାଙ୍କ କବିତାରେ

"ସରଳ ଓ ଛୋଟ ଛୋଟ କଥାର କବିତା; ସମୁଦ୍ରେ ଶୋଷ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ