ଅନ୍ୟମନସ୍କତା ଭାଙ୍ଗୁଥିବା ଏକ କବିତା ବହିର କଥା

ସୁମିତ ପଣ୍ଡା ଓ ତାଙ୍କ କବିତା ପାହାଡ଼ ଭଳି ଗୁରୁଗମ୍ଭୀର ନୁହେଁ , କିନ୍ତୁ ସେ ଓ ତାଙ୍କ କବିତା ଗୋଟେ ପାହାଡ଼ ଯାହା କୋଳକୁ ମେଘ ଫେରେ ପ୍ରତିଦିନ ସନ୍ଧ୍ୟାରେ । ଏବେ ଆପଣ ସେ ମେଘରେ ଭିଜିବେ କି ନ ଭିଜିବେ ସେଇଟା ଆପଣଙ୍କ ହୃଦୟ ଓ ଭାଗ୍ୟ ।


କବିତା ସଂକଳନ: ଆଞ୍ଜୁଳାଏ ଆକାଶ ପ୍ରକାଶକ: ଟାଇମ ପାସ, ଭୁବନେଶ୍ୱର

ସୁମିତ ପଣ୍ଡା, ଯାଜପୁରରେ ଜନ୍ମ । ପେସାରେ ସଫ୍ଟୱେର ଇଞ୍ଜିନିୟର । ପାଠ ଟେକନିକାଲ କିନ୍ତୁ ମନ କବିତାରେ । ତାଙ୍କ ବିଷୟରେ ଶକ୍ତି ମହାନ୍ତି ଥରେ କହିଥିଲେ ଯେ - " ଆମର ମଗ୍ନତା ଅବା ଅନ୍ୟମନସ୍କତାକୁ ଭାଙ୍ଗିଦେଇ, ନିଜର ନୂତନ କବିତା ପୁଞ୍ଜ ଧରି ଉଭା ହୋଇଛନ୍ତି ଆଜି ଆମ ସାମ୍ନାରେ ସୁମିତ ପଣ୍ଡା । ତାଙ୍କ କବିତାରେ ଆହୁରି ଇନ୍ଦ୍ରିୟ ଭରି ଦେବାପାଇଁ , ଅନୁଭବର

"ଅନ୍ୟମନସ୍କତା ଭାଙ୍ଗୁଥିବା ଏକ କବିତା ବହିର କଥା " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ