କଲେଜ ସାମ୍ନାରେ ବର୍ଷା

ବର୍ଷା କେତେବେଳେ ଘମାଘୋଟ ପ୍ରହରା ତ କେତେବେଳେ ଧୂଆଁଧାର । ବର୍ଷାକୁ ନେଇ କବିଙ୍କ ମନର କଥା ।


କଲେଜ ସାମ୍ନା ଓସ୍ତ ଗଛ ଛକ, ବର୍ଷାର ଘମାଘୋଟ ପ୍ରହରା । ..ସବାର ଶ୍ରାବଣ, ତୁମ ଆଖି ବିଜୁଳୀ, କୋହଲା ବୟସ ଓ ପତ୍ରରୁ ପତ୍ରକୁ ଝରୁଥିବା ଟୁପ୍ - ଟାପ୍ ଶିହରଣ, ମୋତେ ବାଧ୍ୟ କରେ ଉଜାଣି ଦେବାକୁ ମୋର ଦୃଷ୍ଟି, ଦୃଶ୍ୟ ଭୋକିଲା ଦେହର ଥାଳ, କୃଷକ ମନର ସ୍ବପ୍ନ ଓ

"କଲେଜ ସାମ୍ନାରେ ବର୍ଷା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ