ଫୁଲଟିଏ ଝରିଗଲେ ସ୍ବପ୍ନ ଝରିପଡ଼େ ପୁଅ ଡୋଳାରୁ

କବି ସଂଜିତ କୁମାର ବଳଙ୍କ କବିତା ବହି "ଦୁଃଖର ନାଁ ନାଇଁ" ର ସମୀକ୍ଷା।


କବି ଘଞ୍ଚ ଜଙ୍ଗଲରେ ଆକର୍ଷିତ ନହୋଇ ସବୁଜିମାର କଥା କହିଛନ୍ତି । ଉତୁରି ପଡିଥିବା ଖିରରେ କାହା ଅନ୍ୟମନସ୍କ ହବାର କଥା ନକହି ସ୍ମୃତି ର କଥା କହିଛନ୍ତି ।

ରାସ୍ତାକଡ଼ ରେ ପରିଚୟହୀନ ଥାଳ ଦେଖି ଗୋଟିଏ ନିଶ୍ୱାସ ରେ କୋଟିଏ ହୃଦଘାତ ର ଯନ୍ତ୍ରଣା ସହ ଲଢେ଼ଇ କରେ ଗୋଟେ ଅସହାୟ ମଣିଷ । ସେମିତି ପର ଦୁଃଖ ରେ ଦୁଖୀ, ପର ଲୁହ

"ଫୁଲଟିଏ ଝରିଗଲେ ସ୍ବପ୍ନ ଝରିପଡ଼େ ପୁଅ ଡୋଳାରୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ