ଯେତେ ଠାର ସେତେ ଗାର

ଗାର ପକଉଥିବା ଲୋକକୁ ହିଁ କେବଳ ଜଣା


ଗାର ପକଉଥିବା ଲୋକକୁ ହିଁ କେବଳ ଜଣା ଠାର ବୁଝିବାର ରଙ୍ଗଢ଼ଙ୍ଗ କୌଶଳ ! ଅବୁଝା ଲୋକର ଉଭାନାହିଁ ନା ପୋତା ନାହିଁ ମଥା ଉପରେ ଛତା ନାହିଁ, କେମିତି ବୁଝନ୍ତା ଠାରରେ ଚଳମାନ କେତେ ଅଚଳ ଛାତି ! କେରାକେରା ସୁନାଖରା ଗୁରେଇହେଇ ଗାରେଇହେଲେ କାକର ଟୋପାର ଓଠ ଅରଣ୍ୟରେ

"ଯେତେ ଠାର ସେତେ ଗାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ