ଗାର ପକଉଥିବା
ଲୋକକୁ ହିଁ କେବଳ ଜଣା
ଠାର ବୁଝିବାର ରଙ୍ଗଢ଼ଙ୍ଗ କୌଶଳ !
ଅବୁଝା ଲୋକର ଉଭାନାହିଁ ନା ପୋତା ନାହିଁ
ମଥା ଉପରେ ଛତା ନାହିଁ, କେମିତି ବୁଝନ୍ତା
ଠାରରେ ଚଳମାନ କେତେ ଅଚଳ ଛାତି !
କେରାକେରା ସୁନାଖରା
ଗୁରେଇହେଇ ଗାରେଇହେଲେ
କାକର ଟୋପାର ଓଠ ଅରଣ୍ୟରେ
"ଯେତେ ଠାର ସେତେ ଗାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |