ତୁଠ ପଥର

ସମୟ ସହିତ ତାଳ ଦେଇ ପାରିଲୁ ନାହିଁ ବୋଲି / ଆଜି ଆମେ ସ୍ମୃତି... ଖାଲି ନାମଟି ଏକ ଅବୁଝା କିମ୍ବଦନ୍ତୀ/ବିଲୁପ୍ତ ହୋଇଗଲୁ ଏ ଧରା ଧାମରୁ/ ଲୁପ୍ତ ଆମ ଅବୟବ


କେଉଁ ଅଲିଅଳି ରାଜଜେମାର. ପାଦର ସ୍ପର୍ଶରେ ହେଉ କିମ୍ବା ଆରସାହି ଚେମା ବୁଢୀ ନାତୁଣୀ ନତୁବା ସେ ଅଜ୍ଞାନୀ ଧୀବରର ଅଜ୍ଞାନତା ସବୁ ସମାନୁପାତିକ ଭାବେ ନିଜକୁ ପ୍ରସ୍ତୁତ କରେ ଗୋଟେ ଜୀବନ୍ତ ସତ୍ତା ଯେମିତି? ତା ଚଟାଣ ଶରୀରରେ କେତେ ଯେ ଅଲିଭା ଚିହ୍ନ କେତେ ଯେ ସ୍ମୃତି ବଖାଣେ ସେ ସଂଜୁଆ ଆକାଶରେ ନିଜର ପ୍ରତିବିମ୍ବକୁ

"ତୁଠ ପଥର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ