
ତୁମ ରୂପରେ
ମୁଁ ଜାରିତ
ଦ୍ରବୀଭୂତ
ମତୁଆଲା
ସ୍ୱାଭାବିକ ପ୍ରକ୍ରିୟା ମୋ
ମନରେ ହୃଦୟରେ
ଖାଲି ଲେଖି ବସେ
କାହା ପାଇଁ ମୁଁ ଜାଣେନା ?
ତମେ କରିଛ
ମନ୍ତ୍ର କି ଯାଦୁ
କରିଛ ପ୍ରଭାବିତ ମୋତେ
ତୁହାକୁ ତୁହା
କେବଳ ତୁମ କଥା
ତୁମ ଚିତ୍ର
ଖାଲି
"ତୁ ମୋର ମଧୁମାଳତୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |