ଯିଏ ଥିଲା ତମାମ ଜୀବନର ପ୍ରେରଣା
ଯିଏ ଥିଲା ଏକ ଚିରନ୍ତନ ଜ୍ଯୋତିର ଆଶା
ତାଙ୍କ ଟିକକ ଅଭିମାନରେ
ବର୍ଷା ବି ଗଳି ପଡେ
ସେ ଇସ୍ପାତ ଆକାଶରୁ
ଗୋଟେ ଅବଶ୍ୟମ୍ଭାବୀ ଉର୍ଜା
ତନ୍ମୟ ହେଉଥିଲି ତାଙ୍କ ପାଇଁ
ଅହେତୁକ ଆଗନ୍ତୁକ ପରି !!
ତାଙ୍କର ପ୍ରଯ୍ଯାପ୍ତ ବିଶ୍ଵାସ ଥିଲା
ନିଜ ଉପରେ
ଆଉ ମୋ
"ଆଉ କାହାପାଇଁ ଲେଖିବି କବିତା.." ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |