ତାରା, ମୁଁ ଓ ଜହ୍ନ

ଏ କବିତା ଅନେକ ଚିତ୍ରର ଏକ କରୁଣ ନାଟକ । ଶବ୍ଦରେ ଏଠି ଭିଜା ଭିଜା କାରୁଣ୍ୟ ଓ କରୁଣା । ଏ କବିତା, ଆମ ସମୟକୁ ଲହୁଣୀର ଛୁରୀରେ ଟିକ୍ ଟିକ୍ କରି କାଟୁଥିବା ଏକ ଚିତ୍ରମୟ କବିତା ।


ଫଟୋ- ୱିକି କମନ୍ସ
ରାତି କାନ୍ଥରେ ଝୁଲୁଛି ସମୟ ପେଣ୍ଡୁଲମ ପରି ମୁଁ କାଂଥଘଣ୍ଟା ପଟେ ଅନଉଛି ଟିକ୍ ଟିକ୍ ଟିକ୍ ଟିକ୍ ନିରବତା ଭାଙ୍ଗୁଛି ଆମେ ପରସ୍ପର ସହ କଥା ହେଉଛେ ପଦୁଟିଏ ବି କଥା ନ ହେଇ ! ତମ ପାଉଁଜିକୁ ଛୁଇଁ ଫେରିଯାଉଛି ସମୁଦ୍ର ତମ ଭିତରେ ଢ଼େଉ କୂଳ ଖୋଜୁଛି ।

"ତାରା, ମୁଁ ଓ ଜହ୍ନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ