
ତମେ ନଥିବା ସହର
ଆଉ କୋଉ ସହର ହେଇ ଅଛି ଯେ !
କିଛି କିଛି ରାସ୍ତା ଉପରେ ଆଲକାତରା ଢ଼ଳା ହେଇଛି
ରାସ୍ତା କଡରେ ଥିବା ଗଛସବୁଙ୍କୁ ହତ୍ୟା କରାସରିଲାଣି
କିଛି ଗାଡି ଚାଲିଛି, ରିକ୍ସା ବଦଳରେ ଅଟୋ ଗଡୁଛି
ଯୁଆଡେ ଅନେଇଲେ, ଧୂଆଁ ।
ନିଆଁ ଖୋଜା ଚାଲିଛି
ନିଆଁମାନଙ୍କ ବୟସ, ଏଇ ଅଠର
"ତମେ ନ ଥିବା ସହର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |