ଶବ୍ଦସବୁଙ୍କୁ ନେଇ ଏକ ବଂଦ ଲଫାପା

ଜୀବନ ଯେତେବେଳେ "ଏକ ଡାଏରୀର ସଫେଦ ପୃଷ୍ଠା ଓ ଶୋଇପଡିଥିବା ଅକ୍ଷରଗୁଡିକର ଦୀର୍ଘଶ୍ଵାସ" ପାଲଟିଯାଏ, ସେଇଠି ଲେଖା ଯାଇପାରେ ଏମିତି କବିତା ।


ମୁଁ ବୁଲାବୁଲି କରି ଯେଉଁଠିକୁ ଫେରେ ସେଇଠି ମୋ ଘର ନଥାଏ ଟିକିଏ ଘୁଂଚି ଯାଇଥାଏ । ନିଇତି ଏଇମିତି ହିଁ ହୁଏ ଘର ଟିକିଏ ଘୁଂଚି ଯାଉଥାଏ । ହେଲେ, ମୁଁ ମୋ ଘରକୁ ଫେରିବା ଜାରି ରଖିଥାଏ । କେଇଟା ରାସ୍ତା ଗଡି ପଡ଼ିଥାନ୍ତି ମଦୁଆଙ୍କ ପରି ଗୋଟାଏ, ଦି'ଟା ଡ୍ରେନ ବି ପଡ଼େ ବାଟରେ

"ଶବ୍ଦସବୁଙ୍କୁ ନେଇ ଏକ ବଂଦ ଲଫାପା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ