ମୁଁ ଭଲ ପାଉଥିବା ସେଇ ଝିଅଟି

ଭଲପାଇବା ବ୍ୟକ୍ତିକୁ ମଣିଷରେ ରୂପାନ୍ତରିତ କରେ । ସବୁ ମଣିଷ ଭିତରେ ପ୍ରେମର ତଲାସ ଜାରି ରଖିଥିବା ଏ ପ୍ରେମ କବିତା ।


ମୁଁ ଭଲ ପାଉଥିବା ଝିଅଟି ଭଲ ପାଏ କଂକିକୁ, ପ୍ରଜାପତିକୁ ଭଲ ପାଏ ପାନିପୁରି, ପାକିସ୍ତାନୀ ସଙ୍ଗୀତକୁ ଚେଇଁ ଚେଇଁ ଶୁଏ ସେ ଓ ବେଳେବେଳେ ଚାଲେ ନିଦରେ । ସେ କାଂଥ ସହ କଥାହୁଏ ତକିଆକୁ ଆଲ୍ରାମ୍ କ୍ଲକରେ ରୂପାନ୍ତରିତ କରେ ତାକୁ କୁହେ, ରାତି ଚାରିଟାରେ ଉଠେଇବାକୁ ଝର୍କାଟିଏ ଥାଏ ତା'ର ଠିକ ଯେମିତି ଥାଏ ଆମର

"ମୁଁ ଭଲ ପାଉଥିବା ସେଇ ଝିଅଟି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ