ମୁଁ ଭଲ ପାଉଥିବା ସେଇ ଝିଅଟି

ଏ କବିତାରେ ଦେଶ କହିଲେ ପୃଥିବୀ ଓ ପ୍ରେମିକ କହିଲେ ମଣିଷ । ମଣିଷର ଅନୁରାଗକୁ ନେଇ ଏକ କୋମଳ ରାଗିଣୀ ।


ମୁଁ ଭଲ ପାଉଥିବା ଝିଅଟି ଭଲ ପାଏ କଂକିକୁ, ପ୍ରଜାପତିକୁ ଭଲ ପାଏ ପାଣିପୁରି, ପାକିସ୍ତାନୀ ସଙ୍ଗୀତକୁ ଚେଇଁ ଚେଇଁ ଶୁଏ ସେ ଓ ବେଳେବେଳେ ଚାଲେ ନିଦରେ । ସେ କାଂଥ ସହ କଥାହୁଏ ତକିଆକୁ ଆଲାର୍ମ କ୍ଲକରେ ରୂପାନ୍ତରିତ କରେ ତାକୁ କୁହେ, ରାତି ଚାରିଟାରେ

"ମୁଁ ଭଲ ପାଉଥିବା ସେଇ ଝିଅଟି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ