କେହି ଜଣେ
ନଈ ହେଇ ବହିଗଲା
ବିସର୍ଜିତ ହେଇଗଲା ସାଗରରେ
ଦେଖୁ ଦେଖୁ ସାଗର ରୂପାନ୍ତରିତ ହେଲା ନଦୀରେ,
ନାରୀଟିଏ ନଦୀ ହେବାର ମୁଁ ପାଖରୁ ଦେଖିଛି ।
ସେ ଦିନଠୁ ମୁଁ ତା'ରି କୂଳରେ ବସିଛି ।
କୂଳ କହିଲେ ତାର ପାଦ ଦିଓଟି, ପାଉଁଜି,
ଛୁଇଁ ଛୁଇଁ ଯାଏ ମୋତେ ବେଳ ଅବେଳରେ ।
"କେହି ଜଣେ ନଈ ହେଇ ବହିଗଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |