ଆଖିରେ କୁଳ ଖାଉଥିବା ଲୁହ

ରକ୍ତାକ୍ତ ନ ହେଲେ ଶବ୍ଦ କଣ କେବେ କବିତା ହୋଇପାରେ , ରକ୍ତକ୍ଷରଣ ଓ ଲୁହଝରଣର ଏ କବିତା ।


ଚିତ୍ର ସୌଜନ୍ୟ - ୱିକି କମନ୍ସ
ଲେଖିଲେ ତ ଏମିତି ଲେଖିଦେଇ ପାରିବି ଅସରନ୍ତି ଶବ୍ଦ ହୁଏତ ସେମାନେ ପ୍ରବାହିତ ମଧ୍ୟ ହୋଇପାରନ୍ତି ମୋର ଶିରା ଧମନିରେ କବିତାର ପ୍ରଥମ ଧାଡି ମୁଁ ଲେଖିଦେଇପାରେ, ପ୍ରବାହ ହିଁ ଜୀବନ । ରକ୍ତାକ୍ତ ନ ହେଲେ ଶବ୍ଦ କଣ କେବେ କବିତା ହୋଇପାରେ । କ୍ଷତ ଜୀବନ୍ୟାସ ଦିଏ ଶବ୍ଦକୁ । ଶବ୍ଦକୁ ମୁଁ ପିନ୍ଧେଇ ଦେଇପାରେ ଡେଣା

"ଆଖିରେ କୁଳ ଖାଉଥିବା ଲୁହ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ