ଆଖି ସେତୁଟିଏ

ଆଖି ଇ ଗୋଟେ ସେତୁ ଦୃଶ୍ୟ ସହିତ । ଜୀବନର ବିବିଧତା ଓ ବିପୁଳତାକୁ ଭୋଗୁଥିବା ଆତ୍ମା ଲାଗି ଏ ଆଖିର ସେତୁ । ଭାବ ଓ ଶୈଳୀ ଦୃଷ୍ଟିରୁ ଏକ ଅନନ୍ୟ କବିତା ।


ଫଟୋ - ୱିକି ମିଡିଆ କମନ୍ସ
ପୃଷ୍ଠା ଓଲଟାଇଲା ପରି ମୁଁ ଓଲଟେଇ ଦେଲି ରାତିକୁ, ଆକାଶକୁ, ନକ୍ଷତ୍ରଗୁଡାଙ୍କୁ ନୀଳରଙ୍ଗ ଦେଖୁ ଦେଖୁ କଳା ହେଇଗଲା ଖାଲି ଆଖିକୁ ପୁଣି ଆଲୁଅରେ ଭରପୂର ହେଇଗଲା ଅଗଣା ଅନ୍ଧାର ଓ ଆଲୁଅ ଭିତରେ ସେତୁଟିଏ ମୋ ଆଖି । ଆକାଶ ଠୁ ଖସି ଆସିଲି ମାଟିକୁ ଭୂମିଷ୍ଠ ହେଲି ଚାରା ହେଲି, ମହାଦ୍ରୁମ ବି ହେଲି ମେଲିଦେଲି

"ଆଖି ସେତୁଟିଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ