ପୃଥିବୀ ମୁଁ
ବିଛେଇ ଦେଇଥାଏ ନିଜକୁ
ତମ ପାଦ ତଳେ ।
ଦୁଇ ତୃତୀୟାଂଶ ଜଳ ମୋର, ତମ ଆଖିରେ
ମୁଁ କେବଳ ଦୃଶ୍ୟଟିଏ
ଟଙ୍ଗା ହୋଇଥାଏ କଂସେଇଖାନାରେ ।
ଥପ ଥପ ନିଗୁଡୁଛି ରକ୍ତ
ହଁ, ଇନ୍ଦ୍ରଧନୁ ଆଜିକାଲି ରକ୍ତାକ୍ତ
ସ୍ବପ୍ନସବୁ କ୍ଷତାକ୍ତ
କବିତା ଭାବବିହୀନ
ତୈଳଚିତ୍ରଟାଏ ଜୀବନ
ବିଭୀଷିକାର ପୃଥିବୀ
"ବିଦାୟୀ ସଙ୍ଗୀତ ଭିନ୍ନ ଏକ ଗ୍ରହର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |