ଆସନ୍ତା କାଲି ବଡି ଭୋରରୁ ଯିବି ପାଖ ପାହାଡ଼ ପାଖକୁ ଓ ଖୁବ ଜୋରରେ ପାଟି କରିବି
ମୋ ଆର୍ତ୍ତି ଶୁଣି ଦି' ଭାଗ ହେବ ମାଟି
ଆକାଶ ଦେହରେ ବିଜୁଳୀର ଚମକ ସୃଷ୍ଟି କରିବ ।
ମୋର ଅବୟବ ସବୁକୁ ଖଞ୍ଜିବି ଗଛରେ
ପତ୍ରପରିକା ପବନରେ ଖେଳିବେ
ଗଛକୁ ରୋପିବି ମୋ ଦେହରେ ଓ ଗଛ ପାଲଟିଯିବି ।
"ଖୋଲା ଆଖିରେ ଆଜିକାଲି ଦିଶୁନି ମା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |