
ବେଶି ଭାବି ଭାବି ସମୟ ସାରିଲେ
କିଛି ହୁଏନାହିଁ ବୁଝି
ବେଶି କାମ କରି, ଭୁଲ୍କୁ ନ ଡରି
ଶିଖିବାକୁ ହେଲେ ରାଜି
ଧୀରେ ଧୀରେ ହୁଏ ଯେ କେହି ମଣିଷ
ନିଜର କାମରେ ଦକ୍ଷ
ଏହା ହେଉ ଏବେ ପ୍ରତି ବ୍ୟକ୍ତିର
ଜୀବନର ମୂଳ ଲକ୍ଷ୍ୟ
ଚିଂତାର ଭଉଁରି ମଧ୍ୟକୁ ପଶିଲେ
"ଶାଶ୍ବତ କୃତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |