
ଖୁବ୍ ବଡ଼ ବଡ଼ ବିଜ୍ଞାପନ ଦିଶେ
ଅତି ଛୋଟ ଛୋଟ ଖବର
ସେହି କାଗଜକୁ ଲୋକେ କହଂତି
ଆମର ସଂବାଦପତ୍ର
ଯାହାଂକ ଦୁର୍ଦ୍ଦଶା ଛପା ହୁଏନାହିଁ
ସେହିମାନେ ତାହା ପଢ଼ି
ମନକୁ ଅଯଥା ଓଜନିଆ କରି
ନିଜେ ଦିଅଂତି ଫୋପାଡ଼ି
ଥିଲା ସେବା, ଏବେ ହେଲାଣି ବେପାର
ଏଣୁତେଣୁ ବାଜେ କଥା
"ଗଣମାଧ୍ୟମ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |