
ନିର୍ନିରି ନିରାନିରି ନିରିନିରି ନିରୁନିରି
ହୁପ୍ଲା
ଭେରି ବିଜି ଅନ୍ଇଜି, ଯିବା ପାଇଁ ସଦା ରାଜି
ଲାରେଲାରେ ଲାପାଲାପା ହୁପ୍ଲା
ଧ୍ବନିଟି ବାଉଥିବି, ଗୀତଟିଏ ଗାଉଥିବି
ଭାସୁଥିବି କାତ ମାରି ଏକ୍ଲା
କଳକଳ ଛଳଛଳ ସୁଶୀତଳ ଧୀରଜଳ
ରୂପା ମାଛ ଦଳଦଳ
ଦେଖିଦେଖି ଶୁଣିଶୁଣି ଏକ୍ଲା
ବସି ରସି ହସି ଖୁସି ଦିନରାତି ମନଖୁସି
"ଏକ୍ଲା ମୁଁ ଏକ୍ଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |