
ଏଇ ତ ଆରଂଭ, କିଆଁ ଏତେ ବିଚଳିତ
'ଗାଳିର ଉତ୍ତର ଗୁଳି' ହେଲା ପ୍ରଚଳିତ
ପଦ ଓ କ୍ଷମତା ଥାଇ, ସ୍ବଭାବେ ବିନୟୀ
ନ ହୋଇଲେ, ସବୁ କିଛି ହୁଏ କ୍ଷଣସ୍ଥାୟୀ
ଦେବାନାହିଁ କାହାକୁ ବି ମର୍ମରେ ଆଘାତ
ଉପରିସ୍ଥ ଓ ନିମ୍ନସ୍ଥ ସମସ୍ତେ ତ ଭୃତ୍ୟ
ଚିହ୍ନାଜଣା ସମର୍ଥକ, ଅଜଣା ବିରୋଧୀ
"ଏଇ ତ ଆରଂଭ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |