
ବେଳ, ଅବେଳ କିଛି ନ ବୁଝି
ମନ କବାଟରେ 'ଠକ୍ ଠକ୍' କରେ
ଅଚିହ୍ନା ଗୋଟେ ଭାବନା
ଶୋଇବାବେଳେ ଖଟରୁ ଉଠି ମୁଁ
ଡାକେଁ 'ଆସଂତୁ, ଆସଂତୁ
କ'ଣ କାମ ଅଛି ଭାଷଂତୁ'
କରି ଜାଣେ ନାହିଁ ମନା
ଭାବନା କହେ 'ଖୋଜି ଖୋଜି ମୁଁ
ପାଇଲି ତୁମ ଅଂତର
ମୋତେ ଦିଅ ଏବେ ଲେଖି
"ଆଗଂତୁକ ଭାବନା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |