ପ୍ରଦୀପ କୁମାର ପଣ୍ଡା
Posts
Publications
About

ଟିପା ଖାତା

କିଏ ଥିଲା, ଗତକାଲିର ଭୟଂକର ଦିପହରବେଳେ ସେ ଲୋକଟା ? ମୋର ଅମନସ୍କ ଅହଂକାରର ସନ୍ନିକଟ ଦୁର୍ଯ୍ୟୋଗରେ ମୁଁ ଯାହାର ସମସ୍ତ ଅନୁନୟକୁ କବାଟ କିଳି ଦେଲି, ସେଇ ବିକଟାଳ ଦିପହରର ବହ୍ନିମୟ ଅଂଧାରରେ ?


ସେ ଲୋକଟା କିଏ ଥିଲା, ଗତ କାଲିର ଭୀଷଣ ଦିପହରେ ? ବାହାରର ଅମାନିଆ ଖରାକୁ କବାଟ କିଳି ମୁଁ ଯେତେବେଳେ ଶୋଇ ଯାଇଥିଲି, କବାଟ ଠକ୍ ଠକ୍ କଲା । ଗତକାଲି ଭୀଷଣ ଜ୍ବରରେ କୁଂଥେଇବାକୁ ବି ମୁଁ ଯେତେବେଳେ ଇଚ୍ଛା କରୁନଥିଲି, କାହାର ଅପ୍ରତିରୋଧିତ ଇଚ୍ଛାମାନ ମତେ ଡାକୁଥିଲେ ? ଗତ କାଲିର ମଧ୍ୟାହ୍ନରେ । ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟୋଦୟ ଦେଖିବାର ଇଚ୍ଛାରେ ପାହାଡ ଚଢିବାର ମୋହ

To continue reading "ଟିପା ଖାତା", login now.

This page has been protected for subscriber only and it is free to subscribe.

Report an Error