ଶୂନ୍ୟବାଦ

କେଉଁଠାକୁ ଯାଉଛି ମତେ ଜଣାନାହିଁ । କାର୍ଯ୍ୟକାରଣହୀନ ଭାବରେ ମୁଁ ଏକ ଅପଦାର୍ଥ । ପ୍ରକୃତରେ ଯାହା ପଦାର୍ଥ ନୁହେଁ, ତାହା ନାହିଁ ଓ ଯାହା ଅଛି, ତାହା ପଦାର୍ଥ ବୋଲି ଥିବା ମୋର ଅବବୋଧ ମିଥ୍ୟା ବା ମାୟା, ମତେ ଜଣାଅଛି ।


ଜଣାଅଛି ମତେ, ମୁଁ ଯାଉଛି । ଚାଲିବା ଭଂଗୀରେ ପାଦ ଯୋଡ଼ାକରେ ଠାଣି ମାରୁଛି । ଜଣାପଡ଼ୁଛି ବାଟଟିଏ ଅଛି । ପାଦ ଯୋଡ଼ାକ ଦୁଇଟି ପଦାର୍ଥ ଓ ବିନା କାରଣରେ ତାହା ମୋର ବୋଲି ଜଣାଅଛି ମତେ । ଆଗରୁ ଏ ବାଟରେ କେହି ଯାଇ ନଥିବେ, କାରଣ ମୁଁ ଯାଉଛି । ଗୋଟିଏ ବାଟରେ ଦୁଇ ବା ତତୋଧିକ ଅସ୍ତିତ୍ୱ ଯାଇପାରିବେ ନାହିଁ, ଜଣାଅଛି

To continue reading "ଶୂନ୍ୟବାଦ", login now.

This page has been protected for subscriber only.

Report an Error