ଜଣାଅଛି ମତେ, ମୁଁ ଯାଉଛି । ଚାଲିବା ଭଂଗୀରେ ପାଦ ଯୋଡ଼ାକରେ ଠାଣି ମାରୁଛି । ଜଣାପଡ଼ୁଛି ବାଟଟିଏ ଅଛି ।
ପାଦ ଯୋଡ଼ାକ ଦୁଇଟି ପଦାର୍ଥ ଓ ବିନା କାରଣରେ ତାହା ମୋର ବୋଲି ଜଣାଅଛି ମତେ ।
ଆଗରୁ ଏ ବାଟରେ କେହି ଯାଇ ନଥିବେ, କାରଣ ମୁଁ ଯାଉଛି । ଗୋଟିଏ ବାଟରେ ଦୁଇ ବା ତତୋଧିକ ଅସ୍ତିତ୍ୱ ଯାଇପାରିବେ ନାହିଁ, ଜଣାଅଛି
To continue reading "ଶୂନ୍ୟବାଦ", login now.
This page has been protected for subscriber only.